ପ୍ରକାଶନ

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଅଧିନିୟମ, ୧୯୯୯ରେ ଉଲ୍ଲେଖିତ ମୁଖ୍ୟ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଅନୁଯାୟୀ, ବିଶ୍ୱବିଦ୍ୟାଳୟ ପକ୍ଷରୁ କଳା ଓ ସଂସ୍କୃତି କ୍ଷେତ୍ରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପୁସ୍ତକ ତଥା ଦୁର୍ଲଭ ପାଣ୍ଡୁଲିପି ଗୁଡ଼ିକର ଗବେଷଣାତ୍ମକ ପ୍ରକାଶନ ଏବଂ ପୁନଃପ୍ରକାଶନ କାର୍ଯ୍ୟ ନିୟମିତ ଭାବେ ସମ୍ପାଦନ କରାଯାଉଛି।