ଏକାଡେମିକ କାଉନ୍ସିଲ୍
| କ୍ରମିକ ନଂ | ପଦବୀ ନାମ | ସଭ୍ୟଙ୍କ ନାମ | ପଦବୀ |
|---|---|---|---|
| ୧ | କୁଳପତି, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ | ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ | ଅଧ୍ୟକ୍ଷ |
| ୨ | କମିସନର ତଥା ଶାସନ ସଚିବ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାର |
ଶ୍ରୀ ବିଷ୍ଣୁପଦ ସେଠୀ, ଭା.ପ୍ର.ସେ. | ସଦସ୍ୟ |
| ୩ | ନିର୍ଦ୍ଦେଶକ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାର | ଡ. ବିଜୟ କେତନ ଉପାଧ୍ୟାୟ, ଭା.ପ୍ର.ସେ. | ସଦସ୍ୟ |
| ୪ | ମାନ୍ୟବର କୁଳାଧିପତିଙ୍କ ପ୍ରତିନିଧି | ଶ୍ରୀ ଦାସ ବେନ୍ହୁର | ସଦସ୍ୟ |
| ୫ | ମାନ୍ୟବର କୁଳାଧିପତିଙ୍କ ପ୍ରତିନିଧି | ଶ୍ରୀମତୀ ଗାୟତ୍ରୀବାଳା ପଣ୍ଡା | ସଦସ୍ୟ |
| ୬ | ମାନ୍ୟବର କୁଳାଧିପତିଙ୍କ ପ୍ରତିନିଧି | ଶ୍ରୀ ଶ୍ରୀନିବାସ ଉଦଗତା | ସଦସ୍ୟ |
| ୭ | ମାନ୍ୟବର କୁଳାଧିପତିଙ୍କ ପ୍ରତିନିଧି | ଗୁରୁ ଦୁର୍ଗାଚରଣ ରଣବୀର | ସଦସ୍ୟ |
| ୮ | ମାନ୍ୟବର କୁଳାଧିପତିଙ୍କ ପ୍ରତିନିଧି | ସୁଜତା ମହାପାତ୍ର | ସଦସ୍ୟ |
| ୯ | ମାନ୍ୟବର କୁଳାଧିପତିଙ୍କ ପ୍ରତିନିଧି | ପ୍ରଫେସର ରାମହରି ଦାସ | ସଦସ୍ୟ |
| ୧୦ | ମାନ୍ୟବର କୁଳାଧିପତିଙ୍କ ପ୍ରତିନିଧି | ଶ୍ରୀ ରାମହରୀ ଜେନା | ସଦସ୍ୟ |
| ୧୧ | ମାନ୍ୟବର କୁଳାଧିପତିଙ୍କ ପ୍ରତିନିଧି | ଶ୍ରୀମତୀ ଜୟା ଜେନା | ସଦସ୍ୟ |
| ୧୨ | ମାନ୍ୟବର କୁଳାଧିପତିଙ୍କ ପ୍ରତିନିଧି | ଶ୍ରୀ ଗିରିଶ ଚନ୍ଦ୍ର ବେହେରା | ସଦସ୍ୟ |
| ୧୩ | ମାନ୍ୟବର କୁଳାଧିପତିଙ୍କ ପ୍ରତିନିଧି | ଡ଼. ରଜତ କୁମାର କର | ସଦସ୍ୟ |
| ୧୪ | ମାନ୍ୟବର କୁଳାଧିପତିଙ୍କ ପ୍ରତିନିଧି | ପ୍ରଫେସର ଜତୀନ ନାୟକ | ସଦସ୍ୟ |
| ୧୫ | ସରକାରଙ୍କ ପ୍ରତିନିଧି | ପ୍ରଫେସର ରାଜକିଶୋର ମିଶ୍ର | ସଦସ୍ୟ |
| ୧୬ | ସରକାରଙ୍କ ପ୍ରତିନିଧି | ଶ୍ରୀ ବ୍ରଜ କିଶୋର ଜେନା | ସଦସ୍ୟ |
| ୧୭ | ସରକାରଙ୍କ ପ୍ରତିନିଧି | ଡ଼. ସ୍ନେହପ୍ରଭା ସାମନ୍ତରାୟ | ସଦସ୍ୟ |
| ୧୮ | ମୁଖ୍ୟ କାର୍ଯ୍ୟନିର୍ବାହୀ, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର, ଭୁବନେଶ୍ୱର | ସଦସ୍ୟ | |
| ୧୯ | ସଭାପତି, ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର | ସଦସ୍ୟ | |
| ୨୦ | ସଭାପତି, ଓଡ଼ିଶା ଲଲିତ କଳା ଏକାଡେମୀ, ଭୁବନେଶ୍ୱର | ସଦସ୍ୟ | |
| ୨୧ | ସଭାପତି, ଓଡ଼ିଶା ସଂଗୀତ ନାଟକ ଏକାଡେମୀ, ଭୁବନେଶ୍ୱର | ସଦସ୍ୟ | |
| ୨୨ | ଉପ-ସଭାପତି, ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର | ସଦସ୍ୟ | |
| ୨୩ | ଉପ-ସଭାପତି, ଓଡ଼ିଶା ଲଲିତ କଳା ଏକାଡେମୀ, ଭୁବନେଶ୍ୱର | ସଦସ୍ୟ | |
| ୨୪ | ଉପ-ସଭାପତି, ଓଡ଼ିଶା ସଂଗୀତ ନାଟକ ଏକାଡେମୀ, ଭୁବନେଶ୍ୱର | ସଦସ୍ୟ | |
| ୨୫ | ଅଧ୍ୟକ୍ଷ, ଉତ୍କଳ ସଂଗୀତ ମହାବିଦ୍ୟାଳୟ, ଭୁବନେଶ୍ୱର | ସଦସ୍ୟ | |
| ୨୬ | ଅଧ୍ୟକ୍ଷ, ବି.କେ. କଲେଜ୍ ଅଫ୍ ଆର୍ଟ ଆଣ୍ଡ୍ କ୍ରାଫ୍ଟସ୍, ଭୁବନେଶ୍ୱର | ସଦସ୍ୟ | |
| ୨୭ | ଅଧ୍ୟକ୍ଷ, ସରକାରୀ କଳା ଏବଂ ହସ୍ତଶିଳ୍ପ ମହାବିଦ୍ୟାଳୟ, ଖଲିକୋଟ | ସଦସ୍ୟ | |
| ୨୮ | ମହାନିର୍ଦ୍ଦେଶକ, ଆଇ.ସି.ସି.ଆର | ସଦସ୍ୟ | |
| ୨୯ | ସି.ସି.ଆର.ଟି ପ୍ରତିନିଧି | ସଦସ୍ୟ | |
| ୩୦ | ପରୀକ୍ଷା ନିୟନ୍ତ୍ରକ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ | ସଦସ୍ୟ | |
| ୩୧ | କୁଳସଚିବ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ | ଶ୍ରୀମତୀ ଅନାମିକା ଅଧିକାରୀ | ସଦସ୍ୟ |